ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନାଙ୍କ ବ୍ଲାକମେଲିଂ ମାମଲା । ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା କମିସନରେଟ୍ ପୋଲିସ। ୮ଜଣ ସାକ୍ଷୀ, ଅଡିଓ ରେକର୍ଡିଂ ଓ ଭିଡିଓ କ୍ଲିପ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୫୦୧ ପୃଷ୍ଠାର ଚାର୍ଜସିଟି ଦାଖଲ କରିଛି କମିସନରେଟ୍ ପୋଲିସ।
#ArgusNews #ArchanaNag #BlackmailingCase #AkshyaParija #commissioneratePolice #Odisha