#ଅର୍ଚ୍ଚନା_ନାଗ_ମାମଲାରେ_ପୁଣି_ଆକ୍ଟିଭ_ଇଡି
#କୁଆଡେ_ଗଲା_ସିସିଟିଭିର_ହାର୍ଡଡିସ୍କ ?
ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ ED ପକ୍ଷରୁ ଚିଠି । ହାର୍ଡ ଡିସ୍କ ସମ୍ପର୍କରେ ସୂଚନା ନଦେଲେ କୋର୍ଟର ଦ୍ବାରସ୍ଥ ହେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହାର୍ଡଡିସ୍କ ଗାଏବ ପଛର କାରଣ କଣ ? ପ୍ରମାଣ ନଷ୍ଟ କରି କଣ ଲୁଚାଇବାକୁ ଚାହୁଁଛି ପୋଲିସ ?
#Bhubaneswar #ArchanaNag #blackmailer #ED #investigation #police #odisha #ArgusNews