ମୟୂରଭଞ୍ଜ ବଡ ନୂଆଗାଁ ନିକଟରେ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ ରାସ୍ତାରୋକ ବେଳେ ଜିଲ୍ଲାପାଳଙ୍କ ଗାଡ଼ିକୁ ଆକ୍ରମଣ କରିଛନ୍ତି ଲୋକେ ` ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନକୁ ନେଇ ଗ୍ରାମବାସୀଙ୍କ ଭିତରେ ଲାଗିଥିଲା ବିବାଦ ` କୁଳିଅଣା ଥାନା ସହରୀ ନିକଟରେ ଜାତୀୟ ରାଜପଥ ଅବୋରାଧ କରିଛନ୍ତି ଲୋକେ
#Mayurbhanj #Collector #Attack #Odisha #ArgusNews