ଯୌତୁକ ସାମଗ୍ରୀ ଉଦ୍ଧାର କରିବାକୁ ଯାଇ ପୋଲିସ ଟିମ ଉପରେ ଆକ୍ରମଣ। ଘଟଣାରେ ଦୁଇଜଣ ସବ-ଇନ୍ସପେକ୍ଟର ସମେତ ପାଞ୍ଚରୁ ଉର୍ଦ୍ଧ ପୋଲିସ ଆହାତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶାଗବାରିଆ ଗ୍ରାମକୁ ଯୌତୁକ ସାମଗ୍ରୀ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ଟିମ ଉପରେ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି
#Jagatsinghpur #Attack #Police #Tirtol #Odisha #ArgusNews