ଅଟୋଚାଳକ ଙ୍କ ମହାନତା
ସାଢ଼େ ଦୁଇଭରି ସୁନା ଅଟୋରେ ଯାତ୍ରୀଙ୍କର ପଡ଼ିଯାଇଥିଲା।ଦୁଇଦିନ ପରେ ଅଟୋ ରୁ ସୁନା ଅଟୋଚାଳକ ପାଇବା ପରେ ଆଜି ସେହି ଯାତ୍ରୀଙ୍କୁ ସୁନା ଫେରାଇ ଦେଇଛନ୍ତି।ନିଜ ସୁନାପାଇ ଗରିବ ଯାତ୍ରୀଟିଏ ଭାରି ଖୁସି।
#Berahampur #AutoDriver #Odisha #ArgusNews