ସାରାଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ । ଭୁବନେଶ୍ବର ରୋଟାରୀ କ୍ଲବ ପକ୍ଷରୁ ତ୍ରିରଙ୍ଗା ରାଲି । ରେଭେନ୍ସା ବିଶ୍ଵବିଦ୍ୟାଳୟରେ ବିଶାଳ ତ୍ରିରଙ୍ଗା ଯାତ୍ରା । ସହିଦ ଯବାନଙ୍କ ସ୍ମୃତି ଚାରଣ ।
#HarGharTiranga #AzadiKaAmritMahotsav #75thindependenceday #IndiaILove #IndiaAt75 #ArgusNews