ବାବା ବୈଦନାଥ ମନ୍ଦିର ନିକଟସ୍ଥ ତ୍ରିକୁଟ ପାହାଡରେ ଦୁର୍ଘଟଣା । ରୋପ ୱେରେ କେବୁଲ କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ମୃତ, ଏବେ ଫସିଛନ୍ତି ୪୮ରୁ ଅଧିକ ଲୋକ । ବୈଷୟିକ ତୃଟି କାରଣରୁ କେବୁଲ୍ କାର୍ ଧକ୍କା ହୋଇଥିବା ସୂଚନା ।
#BabaBaidyanathTemple #cablecarcrash #ropeway #Jharkhand #ArgusNews