#ଏକର_ଏକର_ଚାଷ_ଜମି_ନଦୀ_ଗର୍ଭରେ_ଲିନ
ଚିନ୍ତା ବଢ଼ାଉଛି ବୁଢାବଳଙ୍ଗ । ବାଲେଶ୍ବର ସଦର ବ୍ଲକ ବୁଆଁଳ ଓ ସିନ୍ଦିଆ ପଞ୍ଚାୟତରେ କୂଳ ଖାଉଛି ନଦୀ । ବେଆଇନ ବାଲି ଉତ୍ତୋଳନ ଯୋଗୁଁ ଏବେ ବଢ଼ି ଚାଲିଛି ନଦୀର ଓସାର । ଚାଷ ଜମି ଜଳମଗ୍ନ ହେଉଛି ଆଉ ଚାଷୀଙ୍କ ଦୁଃଖ ବଢୁଛି ।
#ArgusNews #Balasore #BudhabalangaRiver #Farmlandsubmerged #PublicIssue #Odisha