ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂଣ୍ଣମୀରେ ମହାସ୍ନାନ ପରେ ଜ୍ଵରରେ ପୀଡିତ ଥିଲେ ମହାପ୍ରଭୁ ନୀଳଗିରି ଶ୍ରୀଜୀଉ। ସୁସ୍ଥରେ ପରେ ଏହାର ସନ୍ଦେଶ ସହ କରାଳ ଚନ୍ଦନ, ରେଶମ ଡୋର, ମହାପ୍ରଭୁଙ୍କ ମାଳ, ଦଶମୂଳ, ମଦକ, ଓ ଭୋଗ ନେଇ ରାଜପ୍ରାସାଦ ବିଜେ କରିଛନ୍ତି ସମସ୍ତ ସେବାୟତବୃନ୍ଦ
#Balasore #Nilagiri #RathaYatra #Rituals #ArgusNews