#ସବୁଜ_ପନିପରିବା_ଜୁସ
ଆପଣମାନେ ବଜାରରେ ବିଭିନ୍ନ ପ୍ରକାରର ଜୁସ ପିଉଥିବେ । ଆପଣ ଦୈନିକ ତରକାରୀରେ ବ୍ୟବହାର କରୁଥିବା ପନିପରିବାର ଜୁସ ମିଳୁଛି ବାଲେଶ୍ବର ଗଲେଇ ଛକରେ । ପନିପରିବାର ଜୁସର ରହିଛି ବେଶ ଚାହିଦା । ବିନା ଚିନି ଓ ବିନା ବରଫରେ ତିଆରି କରୁଛନ୍ତି ଏହି ଜୁସ୍ । ଯାହାର ମୂଲ୍ୟ ୪୦ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି ।
#ArgusNews #Balasore #VegetableJuice #Odisha