ସମଗ୍ର ଓଡ଼ିଶାରେ ରହିଛି ଅନେକ ଶୈବ ପୀଠ। ସେଇ ପୀଠ ମାନଙ୍କ ମଧ୍ୟରେ ପ୍ରସିଦ୍ଧି ଲାଭ କରିଛି ବାବା ବାଲିକପିଳେଶ୍ୱର ଙ୍କ ପୀଠ । ମାନସିକ କଲେ ପୂରଣ ହୁଏ ମନବାଞ୍ଛା । ତାଙ୍କ ନାମ ମାତ୍ରକେ ଯୋଡି ହୁଏ ଭାଙ୍ଗି ଯାଇଥିବା ହାଡ ।
#ArgusNews #lordshiva #devotees #balikapileswar #Nimapada #Puri #Odisha