ଝାରବନ୍ଧ ମଣ୍ଡି ଯନ୍ତ୍ରଣା.... ଧାନ ସଂଗ୍ରହ କେନ୍ଦ୍ରରୁ ଗ୍ରାଉଣ୍ଡ ଜ଼ୀରୋ ରିପୋର୍ଟ
ଚାଷୀଙ୍କ ଚାପରେ ନଭେମ୍ବର ୨୧ରୁ ବରଗଡ ଜିଲ୍ଲାର ସବୁ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନେଲା ଜିଲ୍ଲା ପ୍ରଶାସନ । ବରଗଡ କିଣା ବିକା ପ୍ରକ୍ରିୟା ଆରମ୍ଭରୁ କେଁ । ପୁଣି ବରଗଡ଼ ଜିଲ୍ଲାର ଚାଷୀଙ୍କୁ ପ୍ରତାରିତ କରିଛନ୍ତି ରାଜ୍ୟ ସରକାର
#ArgusNews #Baragarh #Paddy #MandiIssue #OdishaGovt #Odisha