#ବସୁଧା_ଯୋଜନା_ଫେଲ୍
#ଶୁଦ୍ଧ_ପାନୀୟ_ଜଳ_ଯୋଗାଣ_ସ୍ବପ୍ନ_ମରୀଚିକା
ସକାଳ ହେଲେ ପାଣି ଚିନ୍ତା। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୂଷଲାଡ ପଂଚାୟତ ପରୁଆଭାଡି ଗାଁ । ପାହାଡ ତଳି ଏହି ଗାଁରେ ଉତ୍କଟ ହୋଇଛି ଜଳକଷ୍ଟ। ରାତି ପାହିଲେ ଲୋକଙ୍କୁ ଘାରିଥାଏ ଜଳ ଚିନ୍ତା.. କେଉଁଠି ମିଳିବ ଶୁଦ୍ଧ ପାନୀୟ ଜଳ। ଗାଁରେ ଥିବା ଏକମାତ୍ର ନଳକୂପ ମୂଳେ ଜମିଥାଏ ଗାଁ ମହିଳାଙ୍କ ଲମ୍ବା ଲାଇନ୍
#Balangir #BasudhaYojana #Odisha #ArgusNews