ମୃତ୍ୟୁ ପରେ ବି ଅମର ୧୫ ବର୍ଷର ଝିଅ ସିଦ୍ଧି ସମୃଦ୍ଧି। ଚିକିତ୍ସା ବେଳେ ଡ଼ାକ୍ତର କହିଲେ ଝିଅ ପାଖରେ ଆଉ କେଇ ଘଣ୍ଟା ସମୟ। ଆଉ ଏହାପରେ ବାପା,ମାଆ ସଙ୍ଗେ ସଙ୍ଗେ ସ୍ଥିର କଲେ ଝିଅର ଅଙ୍ଗରେ ଅନ୍ୟ ଜୀବନ ବଞ୍ଚିଯାଉ। ଝିଅର କିଡ୍ନୀ ପାଇଁ ଅନ୍ୟଜଣେ ରୋଗୀଙ୍କ ଜୀବନ ବଂଚିଗଲା ।
#ganjam #berhampur #OrganDonate #Immortal #Odisha #ArgusNews