ଆରଆଇର ମୁଣ୍ଡ କଣ ୨୦୦ ଟଙ୍କା ? ଗୋଟେ ସରକାରୀ ଅଫିସରର କଣ ମୁଣ୍ଡ ୨୦୦ ଟଙ୍କା କି ? କାମ ନେବ, ହେଲେ ୨୦୦ ଟଙ୍କା ଦେବ । ଏମିତି ଏକ ଭିଡିଓ ଭଦ୍ରକ ଜିଲ୍ଲାରେ ଏବେ ବେସ ଭାଇରାଲ ହେଉଛି । ସୂଚନା ଅନୁଯାୟୀ ଭିଡ଼ିଓଟି ଧାମନଗର ତହସିଲ ଅଧିନ ଦଳାଙ୍ଗ ରାଜସ୍ବ ମଣ୍ଡଳର ରାଜସ୍ବ ନିରୀକ୍ଷକ ତାପସ ଜେନା ଲାଞ୍ଚ ନେବାର ଭିଜୁଆଲ ବୋଲି ଜଣାପଡିଛି
#ArgusNews #Bhadrak #Dhamnagar #RI #Bribe #CasteCertificate #Odisha