ଭୁବନେଶ୍ବର ଏମ୍ସ ହସ୍ପିଟାଲ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ଜାତୀୟସ୍ତରର ସେଫ୍ ଆଣ୍ଡ ସଷ୍ଟେନେବୁଲ ଡେଭଲପମେଣ୍ଟ କନଫରେନ୍ସ। ଏହି ସମ୍ମିଳନୀ ରେ ଦେଶର ବିଭିନ୍ନ ଜାତୀୟ ଅନୁଷ୍ଠାନ ଏବଂ ହସ୍ପିଟାଲ ର 500 ପ୍ରତିନିଧି ଯୋଗ ଦେଇଛନ୍ତି।
#Bhubaneswar #AIIMS #Odisha #ArgusNews