#ଝାମ୍ପିଲେ_ନପାରିବାରୁ_ମାଡି_ବସିଲେ
ଜୋର ଜବରଦସ୍ତ ମହିଳାଙ୍କ ଠୁ ଭିଡିନେଲେ ସୁନା ଚେନ । ଲକ୍ଷ୍ମୀସାଗର ଓସ୍କାର ସିଟିରେ ଘଟିଛି ଏହି ଘଟଣା। ସିସିଟିଭି ଯାଞ୍ଚ ସହ ତଦନ୍ତ କରୁଛି ଲକ୍ଷ୍ମୀସାଗର ଥାନା ।
#ArgusNews #Bhubaneswar #Loot #GoldChain #PoliceInvestigation #CCTVFootage #Odisha