ସେପଟେ ଲଭ, ଲୁଟ ଧୋକା ପରେ ବନ୍ଧା ହେଲା ଠକ ପ୍ରେମିକ। ନାବାଳିକାକୁ ପ୍ରେମ କରି ୧୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲା ପ୍ରେମିକ। ପ୍ରେମିକାଙ୍କ ଅଭିଯୋଗ ପରେ ଲୁଟେରା ପ୍ରେମିକଙ୍କୁ ଧରିଲା ନୟାପଲ୍ଲୀ ଥାନା ପୋଲିସ।
#Bhubaneswar #LoveCase #LoverArrest #nayapallipolice #Odisha #ArgusNews