#ଲୁଟେରା_ସର୍ଦ୍ଦାରଙ୍କ_ଓକିଲ_ବିଜେଡି_ଲିଗାଲ୍_ସେଲ_ମୁଖ୍ୟ_ମିଲନ_କାନୁନଗୋ
#20_ହଜାର_କୋଟିର_ଚିଟଫଣ୍ଡ_ଲୁଟେରାଙ୍କ_ସୁରକ୍ଷାରେ_ବିଜେଡି
ଗରିବ ଓଡିଆଙ୍କ ହଜାର ହଜାର କୋଟି ଲୁଟି ନେଇଥିବା ଚିଟଫଣ୍ଡ ଠକ-ଲୁଟେରାଙ୍କ ସୁରକ୍ଷାରେ ବିଜେଡି । ଧରାପଡିଯାଇଛି ଶାସକ ଦଳର ଡବଲ ଷ୍ଟାଣ୍ଡାର୍ଡ । ଯାହାର ପ୍ରମାଣ ଲାଗିଛି ଅର୍ଗସ ହାତରେ । ଇଏ ହେଉଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ।
#MoneyLoot #LawyerMilanKanungo #BJD #Rosevalley #Odisha #ArgusNews