#ବିକାଶ_ଫାଉଣ୍ଡେସନର_ଅଭିନବ_ପ୍ରୟାସ
#ଗ୍ରାମବାସୀଙ୍କୁ_ଯୋଗାଇ_ଦେଉଛି_ମାଗଣା_ସ୍ବାସ୍ଥ୍ୟସେବା
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଙ୍କ ସମେତ ବିକାଶ ଫାଉଣ୍ଡେସନ ର ଅଭିନବ ପ୍ରୟାସ। ଅଞ୍ଚଳବାସୀ ଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଅବସରରେ ବିଭିନ୍ନ ସ୍ଥାନରେ ଟ୍ରଷ୍ଟ ପକ୍ଷରୁ ଆୟୋଜନ କରାଯାଉଛି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର । ଏହି କ୍ରମରେ ଆଜି ଅନୁଗୁଳ ବିଧାନସଭା ନିର୍ବାଚନୀ ମଣ୍ଡଳୀ ର କାଙ୍ଗୁଲା ପଞ୍ଚାୟତ ଠାରେ ଆୟୋଜିତ ହୋଇଛି ସ୍ୱାସ୍ଥ୍ୟ ସେବା ଶିବିର ।
#ArgusNews #BikashFoundation #freehealthcamp #Angul #DharmendraPradhan #Odisha