#ବିଜେଡି_ବିଜେପି_ଗୋଷ୍ଠୀ_କନ୍ଦଳ
ଯାଜପୁର ଦାନଗଦି ଫାଣ୍ଡି ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଖରଡ଼ି ଗ୍ରାମରେ ବିଜେଡି ବିଜେପି ଗୋଷ୍ଠୀ କନ୍ଦଳ ରେ ମାଧବାନନ୍ଦ ରାଉତୁ ଗୁରୁତର ଆହତ ହୋଇଥିଲେ । ଆହତ ବ୍ୟକ୍ତିଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ପୂର୍ଣ୍ଣ ଥିବାରୁ ତାଙ୍କୁ କଟକ ମେଡିକାଲ ରେଫର କରାଯାଇଛି ।
#Jajpur #elections #madhabanandaraut #hospitalise #Odisha #ArgusNews