ଗୃହ ଚଲାଇ ନଦେବାକୁ ବିଜେଡି କଂଗ୍ରେସ ମଧ୍ୟରେ ହୋଇଛି ଡିଲ୍। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ଆଜି ଗୃହ ନ ଚାଲିବା ନେଇ ବିଜେଡି ସହ ଫିକ୍ସିଂ ଅଭିଯୋଗ ଆଣିଛି ବିଜେପି
#Assembly #BJD #Congress #Mohanmajhi #Allegation #Odisha #ArgusNews