#ବିନା_ଆଖିରେ_ଚକାଆଖି_ଦର୍ଶନ
ଆଖି ନଥିଲେ କଣ ହେଲା, ସେ ଆସିଛନ୍ତି କାଳିଆ ଠାକୁରଙ୍କୁ ଗୁଣ୍ଡିଚା ମନ୍ଦିରରେ ଦେଖା କରିବାକୁ। ସିଏତ ସବୁଠି। ଆମେ ନ ଦେଖିଲେ କଣ ହେଲା, ସିଏ ଦେଖିବେ ଆମକୁ। କଣ୍ଠରୁ ତାଙ୍କର ଭାସି ଉଠୁଛି ସୁମଧୁର ଭଜନ।
#blindcouple #devotee #Bhakta #worship #lordjagannath #Puri #bhajan #ArgusNews