ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ପାଳୁଛି ଆଜାଦି କି ଅମୃତ ମହୋତ୍ସବ। ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ବ୍ଲସମ ସ୍କୁଲର 39 ତମ ବାର୍ଷିକ ଉତ୍ସବ ଆଜାଦି କା ଅମୃତ ଉତ୍ସବରେ ପାଳନ କରାଯାଉଥିବାରୁ ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ ଦିଆଯାଇଛି...।
#ArgusNews #Bhubaneswar #blossomsschool #pressmeet #AzadiKaAmritMahotsav #Odisha