#ବିଏମସି_କଣ_ପାଇଁ_ଏପରି_କରୁଛି_ମୁଁ_ଜାଣିନି
ଯଦି କିଛି ଘଟଣା ହୋଇଥିବ ତାହାଲେ ସେଟା ବ୍ୟକ୍ତିଗତ ଘଟଣା ହୋଇଥିବ । ସେ କୁକୁରକୁ ପାଳି ପାରିନଥିବେ । ମୁଁ ଭାବେ, କୁକୁର ଓ ବିଲେଇ ମାଲିକର ଆଇନା । ମାଲିକ ହିଁ ଦାୟୀ, କୁକୁର ରାଗି ହେବାର । ମୁଁ ଭାବୁନି ଗୋଟେ ଘଟଣାକୁ ନେଇ ସମସ୍ତଙ୍କ ଉପରେ ମୁନିସିପାଲିଟି କଟକଣା ଲାଗୁ କରିବା ଉଚିତ ।
#ArgusNews #BMC #incident #dog #municipality #environment #TathagataSatpathy #Odisha