ବଲାଙ୍ଗିର ପୋଷ୍ଟାଲ ଚାକିରି ପାଇଁ ଜାଲ୍ ସାର୍ଟିଫିକେଟ ଦେବା ଘଟଣା । ମାମଲାରେ ସଂପୃକ୍ତ ଅଭିଯୋଗରେ 8ରୁ 10 ଜଣଙ୍କୁ ଅଟକ ରଖିଲା ପୋଲିସ। ବଲାଙ୍ଗିର ଟାଉନଥାନାରେ ଅଟକ ରଖି ପୋଲିସର ପଚରାଉଚରା ଜାରି ।
#ArgusNews #Bolangir #fakecertificate #postaljobs #PoliceArrest #Odisha