#କାଣା_କରୁଛେ_ପୋଲିସ ?
ପାଠ ପଢବାକେ ବାହାରିଥିଲେ ରାଜଧାନୀ ଭୁବନେଶ୍ବରକେ । ସେବେନୁ ଆଏଜ୍ କେ ୪ ମାସ୍ ହେଇଗଲାନ୍ କେନସି ପତ୍ତା ନାଇଁ ମିଲବାର୍ । କେତେ ଆଶ୍ କରି ପିଲାକେ ପାଠ ପଢବାକେ ପଠେଇଥିଲେ ପରିବାର୍ ଲୋକ୍ ହେଲେ ରାଜଧାନୀକେ ପୁହୁଞ୍ଚିବା ଉତରୁ ପିଲାର୍ ଖୋଜ୍ ଖବର୍ ନାଇମିଲି ।
#StudentMissing #Bhubaneswar #Bolangir #Kantabanji #Odisha #ArgusNews