#ଆଲିଆଙ୍କ_ସପୋର୍ଟରେ_ଅନୁଷ୍କା_ଅର୍ଜ୍ଜୁନ
ଆଲିଆ ନିଜ ଲିଭିଂ ରୁମରେ ବସି ଥିବାବେଳେ ତାଙ୍କ ପଡ଼ୋଶୀ ବିଲ୍ଡିଂରୁ କେହି ଜଣେ ବ୍ୟକ୍ତି ସୁଟ କରୁଥିବା ସେ ଦେଖିବାକୁ ପାଇଥିଲେ। ଏଥିରେ ସେ ଖୁବ ରାଗିଯାଇଥିଲେ। ଏଥିପାଇଁ ସେ ଇନଷ୍ଟାରେ ସଙ୍ଗେ ସଙ୍ଗେ ଏକ ପୋଷ୍ଟ କରିଥିଲେ। ଆମେ ବି ସାଧାରଣ ଲୋକଙ୍କ ଭଳି ଜୀବନ ବିତାଇବାକୁ ଚାହୁଁଛୁ। ଆମର ବି ଲାଇଫ୍ ଅଛି। କାହାକୁ ନ ପଚାରିକି ଲୁଚିକି ଫଟୋ ଉଠାଇବା ଏହା ଭୂଲ।
#ArgusNews #AliaBhatt #Bollywood #actress #National