#ରାଜଧାନୀରେ_ପାଇବେ_ବାବା_ଅମରନାଥଙ୍କ_ଦର୍ଶନ
ଅମରନାଥ ଯାତ୍ରା କରିବାକୁ ଚାହୁଛନ୍ତି କି । ରାଜଧାନୀରେ ପାଇବେ ବାବା ଅମରନାଥଙ୍କ ଦର୍ଶନ । ସେ ପୁଣି ସମ୍ପୂର୍ଣ୍ଣ ମାଗଣାରେ । କେଉଁଠିକୁ ଯିବେ, କେମିତି ଯିବେ ଦେଖନ୍ତୁ ଏ ରିପୋର୍ଟ...।
#ArgusNews #Amarnath #brahmakumaris #MahakumbhMela #Bhubaneswar #Odisha