#BSNLରେ_KYC_କରିବା_କହି_ଠକି_ନେଲେ_୬୦_ହଜାର_ଟଙ୍କା
ରାଜଧାନୀରେ ଶିକ୍ଷୟିତ୍ରୀଙ୍କୁ ଚୂନ ଲଗାଇଲେ ସାଇବର ଅପରାଧୀ । BSNLରେ KYC କରିବା କହି ଠକି ନେଲେ ୬୦ ହଜାର ଟଙ୍କା । ଫୋନଲାଇନରେ ରହି ଆକାଉଣ୍ଟରୁ ଧିରେ ଧିରେ ଚଳୁ କରିବାକୁ ଲାଗିଲେ ଟଙ୍କା । 5 ହଜାର, 6 ହଜାର ଏମିତି ନେଉ ନେଉ ନେଇଗଲେ ପୁରା 60 ହଜାର ଟଙ୍କା ।
#ArgusNews #Odisha #cybercrime