#୫_ଓଡ଼ିଆଙ୍କୁ_ମିଳିଲା_କେନ୍ଦ୍ର_ସଙ୍ଗୀତ_ନାଟକ_ଏକାଡେମୀ_ପୁରସ୍କାର
ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟ୍ବିଟ୍ କରି ଅଭିନନ୍ଦନ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ । ସଙ୍ଗୀତ, ନୃତ୍ୟ, ନାଟକ କ୍ଷେତ୍ରରେ କଳାକାରଙ୍କ ଉତ୍କର୍ଷ ପ୍ରଦର୍ଶନ ପାଇଁ ଓଡ଼ିଶାବାସୀ ଗର୍ବିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
#ArgusNews #CentralMusicDramaAcademy #Award #newdelhi #President #DraupadiMurmu #nationals