ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା । ପ୍ରୀତିମାନ ଓ ମାନସର ଲାଇ ଡିଟେକ୍ସନ ଟେଷ୍ଟ । ସେପଟେ ବଲାଙ୍ଗିରରେ ପରିବାରକୁ ପୋଲିସର ପଚରାଉଚରା । ଅଘଟଣ ଦିନ ସମଲେଶ୍ବରୀ ଢାବାରେ ପ୍ରୀତିମାନଙ୍କ ସହ ଚିନ୍ମୟୀ ଖାଇଥିବା ଚର୍ଚ୍ଚା ।
#ArgusNews #ChinmayeeDeathcase #LieDetectorTest #Bhubaneswar #Odisha