#ଶ୍ରୀମନ୍ଦିର_ପରିକ୍ରମା_ପ୍ରକଳ୍ପକୁ_ନେଇ_ବଢୁଛି_ବିବାଦ
ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ଵାମୀଙ୍କୁ ଭେଟିବା ପରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ସରକାର ମୋତେ ନିଜ ପକ୍ଷକୁ ନେବା ପାଇଁ କିମ୍ବା ମୋ ଉପରେ ଚାପ ପ୍ରୟୋଗ କରିବା ପାଇଁ ଚେଷ୍ଟା ନକରନ୍ତୁ । ବଡ଼ ପ୍ରଶ୍ନ, କିଏ ପକାଉଛି ଶଙ୍କରାଚାର୍ଯ୍ୟଙ୍କ ଉପରେ ଚାପ ? କାହିଁକି ଏମିତି କହିଲେ ଜଗଦଗୁରୁ ?
#ShreeMandir #Puri #JagannathaTemple #heritage #Shankaracharya #stategovt #Odisha #ArgusNews