ନିଷ୍ଠା ସହିତ ଚେଷ୍ଟା ଥିବାରୁ ମିଳିଛି ସଫଳତା । କଟକ ଜିଲ୍ଲା ସାଲେପୁର ମାଟିରେ ଫଳିଛି କଲିକତି ବରକୋଳି । ତିନି ପ୍ରକାର ବରକୋଳି ସହିତ ଆନ୍ତଃଚାଷ କରି ତିନିଗୁଣା ଆୟର ସମ୍ଭାବନାକୁ ସାକାର କରିଛନ୍ତି ଯୁବ ଚାଷୀ ବ୍ରଜ ସୁନ୍ଦର ସ୍ବାଇଁ
#ArgusNews #Farming #GoodNews #Salepur #Cuttack #Odisha