ବନ ବିଭାଗ ହେପାଜତରେ ବଡମ୍ବା ସାତଗୋଛିଆ ଗାଁର ଧନେଶ୍ବରଙ୍କ ମୃତ୍ୟୁ ଘଟଣାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବଡ ବୟାନ। କହିଲେ, ଆଖି ମୋ ଆଖି ଆଗରେ ଧନେଶ୍ବରକୁ ପିଟି ପିଟି ମାରିଦେଲେ। କାହାକୁ ନ କହିବାକୁ ଧମକ ଦେଇଥିଲେ ବନ ବିଭାଗ କର୍ମଚାରୀ।
#ArgusNews #Cuttack #Badamba #ForestDepartment #AccusedDeath #Odisha