ହାଇକୋର୍ଟ ବାର୍ ଆସୋସିଏସନ୍ ନିର୍ବାଚନ ପାଇଁ ଚାଲିଛି ମତଦାନ। ଓଡ଼ିଶା ହାଇକୋର୍ଟ ବାର ହଲରେ ଚାଲିଛି ଏହି ମତଦାନ ପ୍ରକ୍ରିୟା। ସକାଳ ୮ ଟା ରୁ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟା ଦିନ ୩ ଟା ପର୍ଯ୍ୟନ୍ତ ଚାଲିବ।
#ArgusNews #Cuttack #HighCourt #BarAssociation #elections #polling #Odisha