#ଖରସ୍ରୋତା_ବଞ୍ଚାଇବାକୁ_ପହଞ୍ଚିଲେ_ଜଳମାନବ_ଡକ୍ଟର_ରାଜେନ୍ଦ୍ର_ସିଂ
ଖରସ୍ରୋତା ବଞ୍ଚାଓ ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ଶ୍ରୀଯୁକ୍ତ ସିଂ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଛନ୍ତି । ଖରସ୍ରୋତା ଆନ୍ଦୋଳନ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ସେ ଦୃଢ଼ ଭାବରେ ନିନ୍ଦା କରିଛନ୍ତି
#WaterMan #RajendraSingh #KharasrotaRiver #OdishaGovt #ArgusNews #Odisha