ପୁଣି ଚର୍ଚ୍ଚାରେ ଡାକ୍ତର ରାମଚନ୍ଦନୀ !
ବୁର୍ଲା ଭୀମସାରର ଆସିଷ୍ଟାଣ୍ଡ ପ୍ରଫେସର ଡାକ୍ତର ରାମଚନ୍ଦନୀ ପୂର୍ବରୁ ଗରିବ ରୋଗୀଙ୍କୁ ସେବା କରିବା ସହ ଅନେକ ସହାୟତାର ହାତ ବଢାଇଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ରୋଗୀଙ୍କ ବିଛଣାରେ ଶୋଇ ଚିକିତ୍ସା ସେବା ଯୋଗାଇ ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାରା ମହଲରେ ପ୍ରଶଂସାର ସୁଅ ଛୁଟୁଛି
#ArgusNews #sambalpur #DrRamchandani #Burla #VIMSAR #Odisha