#ଏମିତି_ଡ୍ରୋନ୍_ଆପଣ_କେବେ_ଦେଖିନଥିବେ !
ଡ୍ରୋନ୍ ଦେଇଛି ନୂଆ ପରିଚୟ । ଡ୍ରୋନ୍ କୁ ନିଜ ଷ୍ଟାଟଅପ କରି ଅନେକଙ୍କୁ ରୋଜଗାର ଦେଇଛନ୍ତି ଯୁବକ । ଯେଉଁଥିପାଇଁ ଏବେ ଆଇଜି ଡ୍ରୋନ୍ କୁ ନେଇ ଚର୍ଚ୍ଚା ଜୋର । ବିଲରେ ରାସାୟନିକ ସାର ସିଞ୍ଚନ କରିବା ସହ ଆକାଶରେ ଉଡି ଦେଶର ସୁରକ୍ଷା ଉପରେ ନଜର ରଖୁଛି ଡ୍ରୋନ
#ArgusNews #Bhubaneswar #Drone #MakeinOdisha #Odisha