ନାଲିପାଣି ଟିକେ ପିଇ ଫାଁ ହୋଇ ପଡିଛନ୍ତି । ଏହି ଟାଙ୍କେ ପିଇ ଶୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଧାନଶିକ୍ଷକ । ପେଟ ଫୁଲକରି ସ୍କୁଲକୁ ଆସିଛନ୍ତି ପାଠ ପଢାଇବାକୁ । କିନ୍ତୁ ଯେତେବେଳେ ନିଶା ଚଢିଯାଇଛି ବାବୁ ଯାଇ ସ୍କୁଲରେ ପଡିଥିବା ଖଟିଆରେ ଶୋଇପଡିଛନ୍ତି ।
#teacher #Headmaster #drunker #jajpur #bari #school #wine #ArgusNews