ମାକଁର୍ ପୂଜା ପାଠ୍, ରୀତି ନୀତି, ପ୍ରଥା ସବୁ ଜାଗାନେ ଅଲଗା ଅଲଗା….ଦୁର୍ଗାପୂଜା ଆଏଲେ ରାଏଜର ଭିନ୍ ଭିନ୍ ଜାଗାନୁ ମାକଁର୍ ଯାତ୍ରା ସବୁ ଦେଖବାକେ ମିଲସି। କାହିଁ କେତେ ଯୁଗନୁ ଇ ପ୍ରଥା ମାନେ ଚାଲି ଆଉଥିବାର୍ ବେଲକେ ଯାତ୍ରା ସମିୟଆନେ ହଜାର ହଜାର ଶ୍ରଦ୍ଧାଳୁଙ୍କର୍ ଭିଡ଼ ଦେଖବାକେ ମିଲସି....।
#durgapuja #Yatra #odisha #ArgusNews