#ନକଲି_ମେଡିସିନର_ଜାଲରେ_ପୁରା_ଓଡ଼ିଶା
#ଉପକୂଳ_ପରେ_ପଶ୍ଚିମ_ଓଡିଶାରୁ_ଆସିଲା_ପୁଳା_ପୁଳା_ପ୍ରମାଣ
କୋଭିଡ୍ ବେଳେ ନକଲି ମେଡିସିନ ବଢାଇଲା ମୁଣ୍ଡବିନ୍ଧା । କ୍ଲାଭାମ୍-625 ପରେ ଭିଟାମିନ ଡି-3 ନକଲି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନକଲି ଜାଲର ଟେର୍ ପାଉନି ପୋଲିସ । ଉପକୂଳରୁ ଉପାନ୍ତ ନକଲି ନେଟୱର୍କ ।
#ArgusNews #DuplicateMedicine #Jharsuguda #Odisha