କୃ
ଚାଷୀ ଜାଣିପାରୁନାହାନ୍ତି,ବିଲ ଉଠାଇନେଉଛନ୍ତି ବିଭାଗୀୟ ଯନ୍ତ୍ରୀ। କୃଷିମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଛି କୃଷକ ଶୋଷଣ । ପୋଖରୀ ଜଣଙ୍କର, କିନ୍ତୁ ଜିଓଟ୍ୟାଗ୍ ଲାଗିଛି ଆଉ ଜଣଙ୍କ ନାଁରେ । ନୟାଗଡ଼ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ବିରୋଧରେ ଆସିଛି ଦୁର୍ନୀତିର ଅଭିଯୋଗ
#Nayagarh #Corruption #PondScam #BJD #agricultureminister #FarmerProblem #Odisha #ArgusNews
#Nayagarh #Corruption #PondScam #BJD #agricultureminister #FarmerProblem #Odisha #ArgusNews