ରାଉରକେଲା ବନ୍ଧମୁଣ୍ଡା ଥାନା ରେଳବାଇ ଇନଷ୍ଟିଚ୍ୟୁଟ ନିକଟ ଇଲେକ୍ଟ୍ରି ସବଷ୍ଟେସନରେ ଥିବା ୪୦ କେବି ଜେନେରେଟର ରୁମରେ ଅଗ୍ନିକାଣ୍ଡ। ଜଳି ପୋଡି ପାଉଁଶ ହେଇଗଲା ଲକ୍ଷ ଲକ୍ଷ ଟଙ୍କାର ଜେନେରେଟର ସହ ଅନ୍ୟାନ୍ୟ ମୂଲ୍ୟବାନ ଇଲେକ୍ଟ୍ରି ଉପକରଣ। ସୋମବାର ପାଖାପାଖି ୪ଟା ୩୦ମିନିଟ ରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
#Raurkela #electricsubstation #fire #electricalinstrument #generator #DAMAGE #Odisha #ArgusNews