ପଞ୍ଜିକୃତ ହେଲା ପ୍ରଥମ ଭିଣ୍ଟେଜ ଗାଡି !
୫୦ବର୍ଷ ପୁରୁଣା କାର ପାଇଲା ନୂଆ ପରିଚୟ । ଜେଜେ ବାପାଙ୍କ ସ୍ମୃତିରେ ସାଇତିଥିଲେ ନାତୁଣୀ ପଦ୍ମାଳୟା ପ୍ରହରାଜ । ପଦ୍ମାଳୟାଙ୍କ ଜେଜେବାପା ଏହି ଗାଡି ଚଲାଉଥିଲେ । ଏହାପରେ ଏହି ଗାଡି ତାଙ୍କ ବାପା ଚଲାଉଥିଲେ । କିନ୍ତୁ ଏହାପରେ ବି ସେ ଏହି ଗାଡିକୁ ଯତ୍ନରେ ରଖିଥିଲେ । ଏବେ ନିୟମ ଅନୁଯାୟୀ ୨୦ହଜାର ଟଙ୍କା ପୈଠ କରି ଗାଡିକୁ ପଞ୍ଜୀକୃତ କରିଥିଲେ
#ArgusNews #Bhubaneswar #vintagecar #Registration #Odisha