ଜଳୁଛି ଜଙ୍ଗଲ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିନସ୍ଥ ସିନ୍ଧେକେଲା ନିକଟରେ ଥିବା ଗିଦଘରା ପାହାଡ଼ରେ ନିଆଁ ଲାଗିଛି । ରବିବାର ସକାଳୁ ନିଆଁକୁ ଆୟତ୍ତ କରିବା ପାଇଁ ଫାୟାର ସ୍କ୍ବାର୍ଡ ଓ ବନ ବିଭାଗର ୨୫ ଜଣ କର୍ମଚାରୀ ଲାଗିଛନ୍ତି । ହେଲେ ନିଆଁ ଆୟତ୍ତ ହୋଇପାରିନାହିଁ।
#ArgusNews #forestfire #control #Balangir #Odisha