#ଠିକାଦାରଙ୍କ_ମାନମୁଖୀ_କାମ_ଯୋଗୁଁ_ରାସ୍ତା_ପାଲଟିଛି_ମରଣଯନ୍ତା !
ରାସ୍ତାଘାଟ ନିର୍ମାଣ ପାଇଁ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରାଯାଉଥିବା ବେଳେ ,ତାର ବ୍ୟତିକ୍ରମ ଦେଖାଯାଇଛି ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଳକ ଅନ୍ତର୍ଗତ ଲଙ୍ଗଳେଶ୍ବର ଜାତୀୟ ରାଜପଥ ଠାରୁ ବି ଘୋଡାପଡା ରାସ୍ତା ନିର୍ମାଣରେ । ଲୋକମାନଙ୍କ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି
#ArgusNews #Ganjam #Chhatrapur #RoadProblem #contractors #Odisha