ଗଞ୍ଜାମ ଜିଲ୍ଲା ପିତଳ ଛକରେ ଜଘନ୍ୟ ହତ୍ୟାକାଣ୍ଡ । କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଘଟଣାରେ ଜଣେ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
#Ganjam #MurderCase #Comment #Odisha #ArgusNews