#ଇଣ୍ଡିଆ_ଟୁଡେ_ଗ୍ରୁପର_ପୁରସ୍କାରକୁ_ନେଇ_କାଠଗଡ଼ାରେ_ଗଞ୍ଜାମ_ପୋଲିସ
ଗଞ୍ଜାମରେ ଗଡ଼ୁଛି ମୁଣ୍ଡ, କିନ୍ତୁ ପୋଲିସକୁ ମିଳୁଛି ଶୃଙ୍ଖଳା ପୁରସ୍କାର । ପୁରସ୍କାର ଆଧାରକୁ ନେଇ ପ୍ରଶ୍ନ କଲେ ଆଇନଜୀବୀ । ଗତ ୨ ମାସରେ ଗଞ୍ଜାମରେ ଗଡ଼ିଛି ୮ ମୁଣ୍ଡ ।
#Ganjam #IndiaTodayGroup #police #prize #Odisha #ArgusNews