କୃଷି ,ପଶୁପାଳନ ଓ ଜିଆଖତରୁ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା !
ଦିନେ ଜଙ୍ଗଲରୁ ଜାଳକାଠ ଆଣିଲେ ଚଳୁଥିଲା ଜୀବିକା । ଏବେ ଆଦିବାସୀ ମହିଳାମାନେ ଏକାଠି ହୋଇ ଆରମ୍ଭ କରିଛନ୍ତି କୃଷି ,ପଶୁପାଳନ ସାଙ୍ଗକୁ ଜିଆଖତ ଉତ୍ପାଦନ । ଏଭଳି କାମ ଗଂଜାମ ଜଗନ୍ନାଥ ପ୍ରସାଦ ବ୍ଲକ କ୍ରିୟାଧାର ଗାଁର ୨୦ ଆଦିବାସୀ ମହିଳାଙ୍କୁ ବାର୍ଷିକ ଲକ୍ଷାଧିକ ଟଙ୍କାର ଆୟ ଦେବା ସହିତ ଆର୍ଥିକ ସଶକ୍ତ କରିବାରେ ହୋଇଛି ସହାୟକ
#ArgusNews #GoodNews #Ganjam #Bhanjanagar #Womenpower #Odisha